୨୯ତମ ଆନ୍ତଃ ଜିଲା ସ୍ତରୀୟ ଥ୍ରୋ ବଲ ପ୍ରତିଯୋଗତା ଉଦଘାଟିତ

0

ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସର ରେ ଉଦଘାଟିତ ହୋଇଛି 29 ତମ ରାଜ୍ୟସ୍ତରୀୟ ଥ୍ରୋ ବଲ ପ୍ରତିଯୋଗିତା । ଜିଲା ଥ୍ରୋ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାକୁ ଉଦଘାଟନ କରିଛନ୍ତି।

ଏହି ପ୍ରତିଯୋଗିତାରେ ରାଜ୍ୟର 27 ଜିଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ବର୍ଗ ରେ ମୋଟ 650 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀ ର କୃତି ପ୍ରତିଯୋଗୀଙ୍କୁ ଆଗାମୀ ରାଜ୍ୟ ଓ ଜାତୀୟ ଦଳ ରେ ସ୍ଥାନ ମିଳିବ ବୋଲି ଆୟୋଜକ ଙ୍କ ସୂତ୍ରରୁ ଜଣାପଡ଼ିଛି।ଏହି ପ୍ରତିଯୋଗିତା ଆସନ୍ତାକାଲି ଶେଷ ହେବ।

Leave a Reply

Your email address will not be published. Required fields are marked *

You cannot copy content of this page