ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

0

ଯାଜପୁର (ସଙ୍କେତ ଖବର): ଡେଥ୍ ଜୋନ୍ ପାଲଟି ଯାଇଛି ଖୋସାଲିପୁର୍ ରେଳ ଧାରଣା।ଗତ ଏକ ମାସ ଭିତରେ ତିନି ତିନୋଟି ଅପମୃତ୍ୟୁ ଘଟଣା ଦେଖି ଆଖପାଖ ଅଞ୍ଚଳର ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି। ଆଜି ସକାଳୁ ଧାନମଣ୍ଡଳ ରେଳ ଷ୍ଟେସନ ଅନତି ଦୂରରେ ଖୋସାଲିପୁର୍ ରେଳ ଫାଟକ ନିକଟରେ ଜଣେ ମହିଳା ଟ୍ରେନ୍ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ମହିଳା ଜଣକ ମୁହଁ ମାଡି ତଳେ ପଡି ଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ।

Leave a Reply

Your email address will not be published. Required fields are marked *

You cannot copy content of this page