ମାତ୍ର ୨୧,୯୯୯ରେ ୧୦୮ ମେଗାଫିକ୍ସଲ ଟ୍ରିପଲ କ୍ୟାମେରା ଫୋନ୍

0

ଏ ପାର୍ବଣର ସମୟ, ବିଭିନ୍ନ ଜାଗା ବୁଲା ବୁଲି ସହ ଫଟୋଉଠା ଚାଲିବ । ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ ମଧ୍ୟ ଚାଲିବ । ଏବେ ବଜାରରେ ଆସିଯାଇଛି ୧୦୮ ମେଗା ଫିକ୍ସଲର ଟ୍ରିପଲ୍ କ୍ୟାମେରା ଫୋନ୍ ମାତ୍ର ୨୧୯୯୯ଟଙ୍କାରେ । ଚଳିତ ମାସରେ ସବୁଠାରୁ ଅଧିକ ସ୍ମାର୍ଟଫୋନ୍ ସେଲ୍ କରୁଥିବା କମ୍ପାନୀ ଇନଫିନିକ୍ସ ଆଣିଛି ଜିରୋ ୩୦ ୫ଜି ସ୍ମାର୍ଟ ଫୋନ୍ । ଯାହା ତାର ୟୁଜର୍ସଙ୍କୁ ଦେବ ବଢିଆ ଫଟୋଗ୍ରାଫିର ଅନୁଭବ ସହ ସୁପର ପର୍ଫରମାନ୍ସ, ଅଧିକା ଷ୍ଟୋରେଜ୍ କାପାସିଟି ସହ ଅନ୍ୟାନ୍ୟ ସୁବିଧା ସବୁ ।
ଏହାରୁ ଦୁଇଟି ମଡେଲ୍ ଲଞ୍ଚ୍ ହୋଇଛି । ୨୫୬ଜିବି+୧୨ଜିବି ରାମ୍ ଯାହା ୨୧ ଜିବି ପର୍ଯ୍ୟନ୍ତ ଉପଲବ୍ଧ, ୫୦ମେଗାଫିକ୍ସଲର ସାମ୍ନାପଟ କ୍ୟାମେରା ଯାହା ଆଖିକୁ ଟ୍ରାକ୍ କରି ଅଟୋ ଫୋକସରେ ଫଟୋ ଏବଂ ୬୦ଏଫ୍ ପି ଏସ୍ ରେ ୪କେ ଭିଡିଓ ରେକଡିଂ କରିପାରିବ । ସବୁଠାରୁ ବଢିଆ ହୋଇଛି ୬.୭୮ଇଞ୍ଚ୍ ରେ ୩ଡି ୧୦ବିଟ୍ କର୍ଭ ଆମୋ ଏଲିଡି ଡିସପ୍ଲେ । ଯେଉଁଥିରେ ଗରିଲା ଗ୍ଲାସ୍ ରହିଛି। ସବୁଠାରୁ ଖାସ୍ ହେଉଛି ଏହାର ୧୦୮ମେଗାଫିକ୍ସଲର ଓଆଇଏସ୍ ଟ୍ରିପଲ୍ ବ୍ୟାକ୍ କ୍ୟାମେରା । ୫୦୦୦ଏମ୍ ଏ ଏଚ୍ ର ବ୍ୟାଟେରୀ ଯାହା ମାତ୍ର ୩୦ ମିନିଟ୍ ରେ ୮୦% ଚାର୍ଜ ହୋଇ ପାରିବ । ୬୮ୱାଟ୍ ର ୩.୦ ସୁପର ଚାର୍ଜର ମଧ୍ୟ ରହିଛି । ସୁପରଫାଷ୍ଟ ୱାଇ ଫାଇ-୬ କନେକସନ୍ ସହ ୫.୨ ବ୍ଲୁଟୁଥ୍ ୱୟାର ଲେସ୍ କନେକଟିଭିଟି ଟେକନୋଲୋଜି । ଏଥିରେ ୮୦୨୦ ପ୍ରୋସେସରରେ ବଢିଆ ଭିଡିଓ ଓ ଫଟୋଗ୍ରାଫିର ଏକ୍ସପିରିଏନ୍ସ । ଆଣ୍ଡ୍ରୋଏଡ୍ ୧୩ ଓ ଏକ୍ସ ଓ ଏସ୍ ୧୩ ଇଣ୍ଟରଫେସ୍ ର ସୁବିଧା ସହ ଏ ସ୍ମାର୍ଟ ଫୋନ୍ ଦୁଇଟି ରଙ୍ଗରେ ଉପଲବ୍ଧ ରୋମ୍ ଗ୍ରୀନ୍ ସହ ଲେଦର ବ୍ୟାକ୍ ଓ ଗୋଲ୍ଡେନ୍ ଆୱାର ସହ ଗ୍ଲାସ୍ ବ୍ଲାକ୍ । ଏ ମଡେଲର ୨୫୬ଜିବିରେ ୮ଜିବି ରାମ୍ ସହ ଏକ୍ସେଟେନସେବଲ୍ ୧୬୮ଜିବି ରାମ୍ ର ବଜାର ମୂଲ୍ୟ ରହିଛି ୨୧୯୯୯ । ଏହା ଫିପ୍ କାର୍ଟ ସହ ଅନ୍ ଲାଇଲରେ ପ୍ଲାଟଫର୍ମରେବି ଉପଲବ୍ଧ 

Leave a Reply

Your email address will not be published. Required fields are marked *

You cannot copy content of this page