କଇଁ ଫୁଲ ତୋଳିବାକୁ ଯାଇ ଦୁଇ ନାବାଳକଙ୍କ ସଲୀଳ ସମାଧି

0

ଯାଜପୁର (ସଙ୍କେତ ଖବର): ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆ ରେ ଏକ ଅଭାବନୀୟ ଘଟଣା ଘଟିଛି। କଇଁ ଫୁଲ ତୋଳିବାକୁ ଯାଇ ଦୁଇ ନାବାଳକଙ୍କ ସଲୀଳ ସମାଧି। ମୃତକ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭) ।

ଅନ୍ୟ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଏହି ଦୁଇ ନାବାଳକଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page