ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଚ୍ଥତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ ।

0

ଯାଜପୁର, (ସଂକେତ ଖବର) ସ୍ୱଚ୍ଚ୍ଥତା ପ୍ରତ୍ୟେକଙ୍କ ପାଇଁ ଅପରିହାର୍ଯ୍ୟ । ସେଥିପାଇଁ ଗାନ୍ଧିଜୀ କହୁଥିଲେ ସ୍ୱଚ୍ଚ୍ଥତା ସ୍ୱାଧୀନତା ଭଳି ଅଧିକ ଜରୁରୀ । ତେଣୁ ପ୍ରତ୍ୟେକ ନିଜ ପରିସରକୁ ସ୍ୱଚ୍ଚ୍ଥ ରଖିବାକୁ ପ୍ରତିଜ୍ଞାବଦ୍ଧ ହେବାକୁ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଚ୍ଥ ଭାରତ ବା କ୍ଳିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ସ୍ୱଚ୍ଚ୍ଥ ଭାରତ ପୋଷ୍ଟର ଓ ବ୍ୟାନର ଉନ୍ମୋଚନ କରିଥିଲେ । ନିଜ ବକ୍ତବ୍ୟରେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମହାନ୍ତି ବିଭିନ୍ନ ଗ୍ରାମାଞ୍ଚଳରେ ଅଧିକ ଆବର୍ଜନା ସୃଷ୍ଟି ହେଉଥିବା ୭୫ ଗୋଟି ସ୍ଥାନକୁ ଚିହ୍ନଟ କରାଯାଇଚ୍ଥି । ଯେଉଁଠାରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଚ୍ଥାସେବୀ , ଲୋକ ପ୍ରତିନିଧି, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କ ଉଦ୍ୟମରେ ତାହାକୁ ପରିଷ୍କାର ପରିଚ୍ଚ୍ଥନ୍ନ କରାଯାଇ ନିର୍ଦ୍ଧାରିତ ସ୍ଥାନରେ ନଷ୍ଟ କରାଯିବ ।

ଇତି ମଧ୍ୟରେ ୧୦ ଟି ଯାକ ବ୍ଳ୍‌କ ପାଇଁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଚା୍ଥସେବୀ ଚୟନ ପ୍ରକ୍ରିୟା ସରିଚ୍ଥି । ସେମାନଙ୍କ ସହଯୋଗରେ ଚଳିତ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ୱଚ୍ଚ୍ଥତା ମାସ ପାଳିତ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ । ନେହେରୁ ଯୁବକେନ୍ଦ୍ରର ସଂଯୋଜକ ବାସୁଦେବ ଦାସ ସ୍ୱଚ୍ଚ୍ଥ ଭାରତ କାର୍ଯ୍ୟକ୍ରମର ସୂଚନା ଦେବାସହ ସମସ୍ତଙ୍କୁ ସ୍ୱଚ୍ଚ୍ଥତା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହାୟକ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଏନ୍‌.ସି.ସି. ସଂଯୋଜକ ଅବିନାଶ ଖୁଣ୍ଟିôଆ, ନେହେରୁ ଯୁବ କେନ୍ଦ୍ରର ଅର୍ଥ ପରାମର୍ଶଦାତା ସୁଭେନ୍ଦ୍ର ନାଥ ସାହୁ, କର୍ମଚାରୀ ରାଜ କିଶୋର ବେହେରା, ପୁରାତନ ସ୍ୱେଚ୍ଚ୍ଥାସେବୀ ହିମାଂଶୁ ମଲ୍ଳ୍‌ିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସପଂଳ କରିଥିଲେ । ଏଥିରେ ଅନ୍ୟାନ୍ୟ ସ୍ୱେଚ୍ଚ୍ଥାସେବୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page