ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିଙ୍କର ୮୫ବର୍ଷ ବୟସରେ ଦେହାନ୍ତ ।

0

ଯାଜପୁର ଜିଲ୍ଲାର ପୂର୍ବତନ  ସାଂସଦ ରାମଚନ୍ଦ୍ର ମଲ୍ଲିଙ୍କର ୮୫ବର୍ଷ ବୟସରେ ଭୂବନେଶ୍ୱରର କଳିଙ୍ଗ ହସପିଟାଲରେ ଦେହାନ୍ତ ।  ସେ ଅସୁସ୍ଥ ହୋଇ ଦୀର୍ଘ ୧୫ ଦିନ ହେବ ଭୂବନେଶ୍ୱରର କଳିଙ୍ଗ ହସପିଟାଲରେ ଆଇସିୟୁ ରେ ଭର୍ତି ହୋଇଥିଲେ । ଆଜି ପୂର୍ବାହ୍ନ ୧୦ଟା ସମୟରେ ବ୍ରେନ୍ ଷ୍ଟ୍ରୋକ୍ ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ  ତାଙ୍କୁ ୮୫ ବର୍ଷ  ହୋଇଥିଲା । ୧୯୬୨, ୧୯୭୭,ଓ ୧୯୯୮ ତେ ୩ଟି ପର୍ଯ୍ୟାୟ ଯାଜପୁର ଲୋକସଭା ଆସନ ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ଶୋକବାର୍ତା ଦିଆଯାଇଛି

 

Leave a Reply

Your email address will not be published. Required fields are marked *

You cannot copy content of this page