SANKETKHABAR

୧୦ଟି ଜିଲ୍ଲାରେ ପୁଣି ପ୍ରବଳ ବର୍ଷିବ,ଆପଣଙ୍କ ଜିଲା ଅଛିକି ଏଥିରେ?

ଭୁବନେଶ୍ୱର(ସଂକେତ ଖବର ବ୍ୟୁରୋ) ‘ପୁଣି ବର୍ଷିବ ବର୍ଷା, ରାଜ୍ୟର ୧୦ଟି ଜିଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆକଳନ କରିଛି...

ବନ୍ୟା ଚିନ୍ତା, ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ହେଲିକ୍ୟାପ୍ଟର ଯୋଗେ ହେବ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର (ସଂକେତ ଖବର ବ୍ୟୁରୋ) ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ରାଜ୍ୟର ଗଂଜାମ, ଗଜପତି ଓ ରାୟଗଡା ରେ ପ୍ରବଳ ବର୍ଷା ହୋଇଛି । ଯାହା ପଂଳରେ...

ମୋଦୀ ରଚିବେ ଇତିହାସ ।

ନୂଆଦିଲ୍ଲୀ (ସଂକେତ ଖବର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଇତିହାସ ଋଚନା କରିବାକୁ ଯାଉଛନ୍ତି । ଯାହାକି ଭାରତ ନୁହେଁ ସମଗ୍ର ବିଶ୍ୱରେ ଏକ...

ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକାଠି ହେଲେ ସବୁ ଦଳ,ଆନ୍ଦୋଳନ ପାଇଁ ଶାଣିତ ହେଲା ସ୍ୱର

ଯାଜପୁର:(ସଂକେତ ଖବର ବ୍ୟୁରୋ) ଯାଜପୁର ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିବାଦ ବଢ଼ିବାରେ ଲାଗିଛି । ମୁଖ୍ୟତଃ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନ ଚୟନକୁ...

ମାଡିଗଲା ମାଲଗାଡି ବର୍ତିଗଲେ ଯାତ୍ରୀ

ଯାଜପୁର (ସଂକେତ ଖବର ବ୍ୟୁରୋ) ଯାଜପୁର ରୋଡ ରେଳଷ୍ଟେସନରେ ଅଘଟଣ  । ରେଷ୍ଟ ସେଡ ଉପରକୁ ମାଡିଗଲା ଟ୍ରେନ୍  । ଏକ ବଡ ଧରଣର ସମ୍ଭାବ୍ୟ ଦୁର୍ଘଟଣାରୁ...

ପୁରୀ ଗଣ୍ଡଗୋଳ ଘଟଣା,ଆମିକସ କ୍ୟୁରି ମାଗିଲେ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରର ବାଇସି ପାହାଚ ଓ ବଡଦାଣ୍ଡରେ  ସୃଷ୍ଟି ହୋଇଥିବା ଲଙ୍କାକାଣ୍ଡ ନେଇ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁହଁ ଖୋଲିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା...

ପ୍ରେମ ଓ ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କରି ଯୁବକ ଗିରପଂ

ଭୁବନେଶ୍ୱର (ସଂକେତ ଖବର କ୍ରାଇମ ବ୍ୟୁରୋ) ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ମହାବୀର ଛକ ନିକଟରେ ଏକ କାରରୁ ଶିକ୍ଷୟିତ୍ରୀ ତନୁଜା ଆଇଚଙ୍କ ମୃତଦେହ ଜବତ...

ଦାମଙ୍କ ବୟାନ ବାସ୍ତବ ନା ବାହାସ୍ପୋଟ: ପ୍ରପୁଂଲ୍ଲ

ଯାଜପୁର(ଏସ ରାୟ): କିଛି ଦିନ ତଳେ ଦଳରୁ ବିଦା ହୋଇଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ୭...

ସାମ୍ବାଦିକ ପିନ୍ଧିଲେ କଳାବ୍ୟାଚ,ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଶ୍ୟରେ ପ୍ରଦାନ କଲେ ସ୍ମାରକପତ୍ର

ଯାଜପୁର(ସଂକେତ ଖବର ବ୍ୟୁରୋ) ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ଯାଜପୁରରେ ଘୋର ବିରୋଧ କରାଯାଇଛି । ଯାଜପୁର ଜିଲାରେ କାର୍ଯ୍ୟରତ...

ଗାଁରେ 15 ଫୁଟରୁ ଉର୍ଦ୍ଧ ଅଜଗର ସାପ ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସାଆତେରପୁର । ସାଆତେରପୁର ଗାଁର ଧରଣୀଧର ପାତ୍ରଙ୍କ ଘର ବାଡିରୁ ଦେଖିବାକୁ ମିଳିଛି ଏତେ ବଡ ଅଜଗର। ଧରଣୀଧରଙ୍କ ପରିବାର ଲୋକ...

You cannot copy content of this page