ରାଜ୍ୟ

୧୦ ଦିନରେ ସୁକିନ୍ଦା-ଦାନଗଦିରେ ରୋପଣ ହେବ ୩ ଲକ୍ଷ ଚାରା

ସୁକିନ୍ଦା(ସଙ୍କେତ ଖବର) ଓଡ଼ିଶାର ଶିଳ୍ପାଞ୍ଚଳ କଳିଙ୍ଗ ନଗର ଏବଂ କ୍ରୋମ ଉପତ୍ୟକା ସୁକିନ୍ଦାର ପରିବେଶ ସୁରକ୍ଷା ପାଇଁ, ବାହୁଡ଼ା ଯାତ୍ରାରୁ ଦଲକି ଠାରେ ଆରମ୍ଭ ହୋଇଛି ବୃକ୍ଷରୋପଣ।...

କୋଭିଡ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କୋରେଇ ବିଜେପି

କୋରେଇ(ସଙ୍କେତ ଖବର) ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିରୁ ଯାଜପୁର ତହସିଲଦାର ମଧ୍ୟ ବାଦ୍...

ବରୀ:କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼ କର।

ବରୀ(ସଙ୍କେତ ଖବର) କୋରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼ କରିବାକୁ ଦାବି ହୋଇଛି।ଆଜି ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୂହ ପକ୍ଷରୁ ଏହି ଦାବି କରାଯାଇଛି। ମହାମାରୀ...

ଲକ୍ଷେ ଚାରା ଲଗାଇବ ଅଶୋକ ଦାସ ଫାଉଣ୍ଡେସନ।

ଯାଜପୁର (ସଙ୍କେତ ଖବର):ଆସନ୍ତାକାଲି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ଏହି ଅବସରରେ ଅଶୋକ ଦାସ...

ସୁକିନ୍ଦା; ବିଦ୍ୟୁତ ସବ ଷ୍ଟେସନ ଉଦଘାଟିତ

ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ବ୍ଲକ ର ରାଁସୋଳ, କଙ୍କଡାପାଳ, ପିମ୍ପୁଡିଆ, କୁହିକା ଓ ଦୁଦୁଝରୀ ପଞ୍ଚାୟତବାସୀଙ୍କ ବହୁ ଦିନର ଦାବି ଶେଷରେ ପୂରଣ ହୋଇଛି । ଦୁଦୁଝରୀ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ।

ଭୁବନେଶ୍ୱର(ସଙ୍କେତ ଖବର) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ...

ସୁକିନ୍ଦାରେ ବିଜେଡିର ମିଶ୍ରଣ ପର୍ବ,ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସାମିଲ ହେଲେ।

ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ବ୍ଲକ କାଳିଆପାଣିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପି,କଂଗ୍ରେସ ଛାଡି ୨୪୮ ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଏହି...

ବିଂଝାରପୁର;ଗ୍ରାମ୍ୟ ପରିଚାଳନା ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ଵର୍ଦ୍ଧନା

ବିଂଝାରପୁର(ସଂକେତ ଖବର) ମହାମାରୀ କରୋନା ମୁକାବିଲାରେ ନିଜ ଜୀବନକୁ ବାଜିଲଗାଇ କର୍ତ୍ତବ୍ୟକୁ ଆଗକରି ସାଧାରଣ ଲୋକଙ୍କ ପାଇଁ ଦିନରାତି କାର୍ଯ୍ୟ କରିଥିବା ୩୦ଜଣ କରୋନା ଯୋଦ୍ଧା ମାନଙ୍କୁ...

ବରୀ ରେ ଟାଇଗର କ୍ଳବ ପକ୍ଷରୁ ରକ୍ତଦାନ ଶିବିର।

ବରୀ(ସଂକେତ ଖବର) ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମୁଁ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଳବର ପ୍ରଥମ ସ୍ୱନକ୍ଷେତ୍ର ଦିବସ ପାଳନ ଉପଲକ୍ଷେ ଗମୁଁ ରାଜୀବୀ...

ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଯାଜପୁର :: ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର(ସଙ୍କେତ ଖବର) ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ଓଡ଼ିଶାର...

You cannot copy content of this page