ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦରମା ହେରଫେର ଘଟଣା, ଏସ୍ସିବିରେ ୫ଜଣିଆ ଟିମ୍ର ସ୍ବତନ୍ତ୍ର ଅଡିଟ୍ ଆରମ୍ଭ
ବିଭିନ୍ନ ଫାଇଲ ସହ ଗ୍ରେଡେସନ୍, କ୍ୟାଡର ତାଲିକା ଓ ପଦୋନ୍ନତି ବୈଠକ ବିବରଣୀ ମାଗିଲେ କଟକ: ଏସ୍ସିବି ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କର ଦରମାକୁ ନେଇ...
