ତାଜା ଖବର ରାଜ୍ୟ ସୋମବାରଠୁ ଗଡ଼ିବ ସରକାରୀ ବସ୍ SANKETKHABAR June 6, 2020 0 ଭୁବନେଶ୍ୱର(ସଂକେତ ଖବର) ସୋମବାରଠୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ପକ୍ଷରୁ ବସ୍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ ରୁଟ୍ରେ ନିଜର ବସ୍ ସେବା ଆରମ୍ଭ କରାଯିବ। ମୋଟ୍ ୯୬ ବସ୍କୁ ନେଇ ଓଏସ୍ଆରଟିସି ନିତିଦିଦିଆ ଜନସାଧାରଣଙ୍କୁ ଏହି ସେବା ଯୋଗାଇବ। ଏହି ସେବା ୨୨ ସହରର ସାଧାରଣ ଜନତାଙ୍କ ରାଜଧାନୀ ସହ ଯୋଡ଼ିବ। ସମୟାନୁକ୍ରମେ ଅଧିକରୁ ଅଧିକ ରୁଟ୍ରେ ଓଏସ୍ଆରଟିସିର ବସ୍ ଚଳାଚଳ କରିବ ବୋଲି ଓଏସ୍ଆରଟିସି ମୁଖ୍ୟପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। Tags: odisha govt Continue Reading Previous କୋରେଇ:ଶବଦାହ ପାଇଁ ନିଃଶୁଳ୍କରେ କାଠ ଯୋଗେଇବ ଜହ୍ନା ର ବଳଦେବ ଜୀଉ ଉନ୍ନୟନ ପରିଷଦ।Next ଆରପାରିରେ ଗଣନାଥ ପାତ୍ର More Stories ତାଜା ଖବର ଯାଜପୁର ରାଜ୍ୟ ଲୋକଙ୍କ ସମସ୍ୟା ନେଇ 5-ଟି ସଚିବଙ୍କୁ ଭେଟିବ ବିଜେପି SANKETKHABAR August 25, 2023 0 ତାଜା ଖବର ଦେଶ ବିଦେଶ ନୂଆଦିଲ୍ଲୀର ହାଉଜଖାସ ରଥଯାତ୍ରା ରେ ସାମିଲ ହେଲେ ରାଷ୍ଟ୍ରପତି। SANKETKHABAR June 21, 2023 0 ତାଜା ଖବର ଦେଶ ବିଦେଶ ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା SANKETKHABAR June 21, 2023 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Notify me of follow-up comments by email. Notify me of new posts by email. Δ