ତାଜା ଖବର ରାଜ୍ୟ ସୋମବାରଠୁ ଗଡ଼ିବ ସରକାରୀ ବସ୍ SANKETKHABAR June 6, 2020 0 ଭୁବନେଶ୍ୱର(ସଂକେତ ଖବର) ସୋମବାରଠୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ପକ୍ଷରୁ ବସ୍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ ରୁଟ୍ରେ ନିଜର ବସ୍ ସେବା ଆରମ୍ଭ କରାଯିବ। ମୋଟ୍ ୯୬ ବସ୍କୁ ନେଇ ଓଏସ୍ଆରଟିସି ନିତିଦିଦିଆ ଜନସାଧାରଣଙ୍କୁ ଏହି ସେବା ଯୋଗାଇବ। ଏହି ସେବା ୨୨ ସହରର ସାଧାରଣ ଜନତାଙ୍କ ରାଜଧାନୀ ସହ ଯୋଡ଼ିବ। ସମୟାନୁକ୍ରମେ ଅଧିକରୁ ଅଧିକ ରୁଟ୍ରେ ଓଏସ୍ଆରଟିସିର ବସ୍ ଚଳାଚଳ କରିବ ବୋଲି ଓଏସ୍ଆରଟିସି ମୁଖ୍ୟପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। Post navigation Previous: ଯାଜପୁର:କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଶପଥ ଗ୍ରହଣ।Next: ଆରପାରିରେ ଗଣନାଥ ପାତ୍ର More Stories ଯାଜପୁର ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ କଲେଜ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ SANKETKHABAR September 27, 2026 0 ତାଜା ଖବର ବିଶେଷ ଯାଜପୁର ନେତାଙ୍କୁ ଘାରିଛି ଯୋଡା ଓ ଘୋଡା ଭୟ SANKETKHABAR November 24, 2025 0 ଅପରାଧ ତାଜା ଖବର ବିଶେଷ ଯାଜପୁର ୟାଜଦାନି ପ୍ଲାଣ୍ଟ ପାଲଟିଛି ଶ୍ରମିକଙ୍କ ପାଇଁ ମରଣଯନ୍ତା, ୬ ମାସ ରେ ମଲେଣି ୩ ଶ୍ରମିକ SANKETKHABAR September 14, 2025 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Δ