କନ୍ଧମାଳ ରାଜ୍ୟ କନ୍ଧମାଳରେ ପୁଣି ମାତିଲେ ମାଓବାଦୀ: ଘରୁ ଡାକି ଯୁବକକୁ ହତ୍ୟା SK Media February 15, 2022 0 ଫୁଲବାଣୀ: କନ୍ଧମାଳରେ ପୁଣି ମାତିଛନ୍ତି ମାଓବାଦୀ। ଘରୁ ଡାକି ଜଣେ ଯୁବକକୁ ହତ୍ୟା କରିଛନ୍ତି ମାଓବାଦୀ।କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଲଙ୍କାଗଡ଼ ପଞ୍ଚାୟତର ଗୁମ ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ଜଣକ ହେଲେ କପିଳ ମାଝୀ। Post navigation Previous: ଏହି ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀNext: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସହାୟତା କରାଯାଉଛି : ବୈଦେଶିକ ମନ୍ତ୍ରାଳୟ More Stories ଯାଜପୁର ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ କଲେଜ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ SANKETKHABAR September 27, 2026 0 ତାଜା ଖବର ଯାଜପୁର ରାଜ୍ୟ ଯାଜପୁରରେ ବନ୍ୟା ବିତ୍ପାତ,ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଧଶା SANKETKHABAR August 28, 2025 0 ତାଜା ଖବର ଯାଜପୁର ରାଜ୍ୟ ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ପାଳିତ SANKETKHABAR August 27, 2025 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Δ